କାନ୍ତ କବି - ରାଜେଶ ରଥ



କା  - କ କା କି କବିତା , କବି , କୀର୍ତ୍ତି

        କଳ୍ପନା, ଯଳ୍ପ ନା, ଶିଳ୍ପୀ

ନ୍ତ - ଅନ୍ତ ,ଅନନ୍ତ ,ଯଶୋବନ୍ତ 

       ସାଧୁ  ସାଧନା ଶକ୍ତି

କ - କୁମାର , କ ଳୀକ , କୃତୀ

       ତାଙ୍କ ଶି ଶି ରାଙ୍କ ସ୍ମୃତୀ

ବି - ବିରହ , ବିନୟ , ବ୍ୟକ୍ତି 

      ସମ୍ମୋଜ୍ଜଳ ତାଙ୍କ ଅଭିବ୍ୟକ୍ତି

ଲ - ଲକ୍ଷ୍ମଣ , ଲଳିତ , ଲାବଣ୍ୟ

       ସୁକୁମାର ସେଜେ ମହାନ୍ ପୁଣ୍ୟ

କ୍ଷ୍ମୀ - ସୂକ୍ଷ୍ମ , ସୁଶିତଳ , ସୁଢଳ 

        ନୟନ , ନେତ୍ର ଯେ ତାଙ୍କର 

କା -  କଳିକା, କଳନା, କଲ୍ଳୋଳ

     ତାଙ୍କ ରଚନା ଯେ କଳା କୌଶଳ

ନ୍ତ - ଜୀବନ୍ତ , ଜୀବନୀ , ଯଶୋବନ୍ତ 

     ତାଙ୍କର ଖ୍ୟାତି ଯଶଗାନ

ମ - ମହାନ୍ , ମହନ୍ତ , ମହୋଦଧି

      ବନ୍ଦେଉତ୍କଳ ଜନନୀ ମହୋଦଧି

ହା - ହାସ୍ୟ , ହୟ ,ସମ୍ୟ

      ଜାତୀୟ ସଙ୍ଗୀତ ଅଟେ ରମ୍ୟ 

ପା - ପବନି , ପ୍ଲବନୀ, ପାୟୋନିଧି

       ବୁ ଢା ସଂଖାରୀ ଅଟେ ସୃଷ୍ଟିନୀଧି

ତ୍ର -  ତତ୍ର , ଯାତ୍ର , ସର୍ବତ୍ର 

       ଅଖଣ୍ଡ ଭାରତ ହିଁ ସର୍ବତ୍ର । 

  

   ରାଜେଶ୍ ରଥ 

(ଗଣିତ ଶିକ୍ଷକ ଆସ୍କା ଗଞ୍ଜାମ)

Post a Comment

0 Comments